Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ସନ୍ଧ୍ୟାରେ ପରୀକ୍ଷା ଫଳ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସଂପଦ ସ୍ଵାଇଁ। ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା।

ତେବେ ସୂଚନା ମୁତାବକ, ପ୍ରକାଶ ପାଇଲା OJEE-2025 ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-2025 ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ । ତେବେ ବିଫାର୍ମାରେ ଯତନୀ ମେହେର ଟପ୍ପର୍ ।

ଏମବିଏରେ ଅନୁରାଗ ମିଶ୍ର ଟପ୍ପର୍ ଏବଂ ଏମସିଏରେ ଏସ୍ ସିଶେନ୍ଦ୍ରୀ ଟପ୍ପର୍ ।ହିତେଶ କୁମାର ଧଳ ଏମ୍. ଫାର୍ମା, ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର୍ । ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ.ପ୍ଲାନ ଟପ୍ପର ।

Leave a Reply

Your email address will not be published. Required fields are marked *