Wed. Jun 3rd, 2026

Author: odianewstube@gmail.com

ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ ସମ୍ଭାବନା, ୧୦ରୁ ୧୪ ମଧ୍ୟରେ ଛୁଇଁପାରେ ରାଜ୍ୟ

ନ୍ୟୁଜ ଡେକ୍ସ : ଚଳିତ ବର୍ଷ ରଜ ପର୍ବ ପୂର୍ବରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବାର ସମ୍ଭାବନା ଜୋରଦାର ହୋଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆସନ୍ତା…

ଗାଁ ଦାଣ୍ଡରେ ଯୁବକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଢୋଲମରା ଗାଁରେ ଜଣେ ଯୁବକଙ୍କ ଉପରେ ମାରଣାତ୍ମକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…

ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨୦୦ କିଲୋ ଗଞ୍ଜେଇ ଜବତ

ନ୍ୟୁଜ ଡେକ୍ସ : ଗଜପତି ଜିଲ୍ଲା ଅଡବା ପୁଲିସକୁ ଗଞ୍ଜେଇ ଚୋରା ଚାଲାଣ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା…

ପୁରୀରେ ଆଜିଠୁ ବ୍ରିକ୍ସ ବିପର୍ଯ୍ୟୟ ପରିଚାଳନା ବୈଠକ, ୧୧ ଦେଶର ପ୍ରତିନିଧି ହେବେ ସାମିଲ

ନ୍ୟୁଜ ଡେକ୍ସ : ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଆଜିଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିବ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ…

୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା

ନ୍ୟୁଜ ଡେକ୍ସ : ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା…

ଡିଜେଲ ଦର ବୃଦ୍ଧି ପ୍ରଭାବ, ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ନ୍ୟୁଜ ଡେକ୍ସ : ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)। ଅଟୋମେଟିକ ଫେୟାର ରିଭିଜନ ମେକାନିଜିମ ଅନୁଯାୟୀ…

କୁଏତ ଓ ବାହାରିନରେ ଆମେରିକୀୟ ଘାଟିକୁ ଟାର୍ଗେଟ୍ କରି ଆକ୍ରମଣ, ବଢ଼ିଲା ଆମେରିକା-ଇରାନ ଉତ୍ତେଜନା

ନ୍ୟୁଜ ଡେକ୍ସ : ଶାନ୍ତି ଚୁକ୍ତିନାମାକୁ ନେଇ ଚାଲିଥିବା କୂଟନୈତିକ ପ୍ରୟାସ ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। କୁଏତ ଓ…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ସିବିଏସଇ ଅଧ୍ୟକ୍ଷ ଓ ସଚିବ ବଦଳି, ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ନ୍ୟୁଜ ଡେକ୍ସ : ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଲାଗୁ କରାଯାଇଥିବା ଅନ୍-ସ୍କ୍ରିନ୍ ମାର୍କିଂ (ଓଏସଏମ) ବ୍ୟବସ୍ଥାକୁ ନେଇ ଉଠିଥିବା ଅନିୟମିତତା ଅଭିଯୋଗ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇ ଦୀନବନ୍ଧୁ ମାଝୀଙ୍କ ପରଲୋକ

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ତଥା ବଡ଼ ଭାଇ ଦୀନବନ୍ଧୁ ମାଝୀଙ୍କର ପରଲୋକ…

ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ, ୨୦୨୬-୨୭ରୁ ଲାଗୁ ହେବ ନୂଆ ବ୍ୟବସ୍ଥା

ନ୍ୟୁଜ ଡେକ୍ସ : ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ…