Thu. Oct 23rd, 2025

ନ୍ୟୁଜ ଡେକ୍ସ: ୧୮ ଏପ୍ରିଲ ଅର୍ଥାତ୍ ଆଜି ବିଶ୍ୱ ଐତିହ୍ୟ ଦିବସ ।ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି ।

ଏହି ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଜି ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ସମେତ ଆଗ୍ରାର ଅନେକ ସ୍ମାରକୀ ପରିଦର୍ଶନ କରିପାରିବେ।

ପର୍ଯ୍ୟଟକମାନଙ୍କୁ ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦରା, ଫତେପୁର ସିକ୍ରି ଏବଂ ଇତମାଦଉଦଦୌଲା ପରିଦର୍ଶନ କରିବା ପାଇଁ ଟିକେଟ୍ କିଣିବାକୁ ପଡ଼ିବ ନାହିଁ।ଯାହା ଫଳରେ ପର୍ଯ୍ୟଟକମାନେ ଏବେ ବିନା ଟିକେଟରେ ମାଗଣାରେ ଏହି ସ୍ମାରକୀଗୁଡ଼ିକୁ ପରିଦର୍ଶନ କରିପାରିବେ।

Leave a Reply

Your email address will not be published. Required fields are marked *