Sat. Feb 21st, 2026

ସତର୍କ ରୁହନ୍ତୁ. ଏ ହେଉଛି ଯୋବ୍ରା ଆନିକଟ ବ୍ରିଜ ର ମଣିଷ ମୁଗୁରା. ମାତ୍ର ଦୁଇମାସ ଣ ହେଉଣୁ ଯୋବ୍ରା ପଟରୁ ଜଗତପୁର ଚୌଦ୍ୱାର ଯିବା ର ଠିକ ମଝି ବ୍ରିଜ ରେ ଦୁଇରୁ ପାଞ୍ଚଟି,4,5ଫୁଟିଆ ଖାଲ ଯାହା ଅନେକ ଲୋକ ପ୍ରତ୍ୟକ ଦିନ ଖାଲରେ ଅଚାନକ ପଡି ଖଣ୍ଡିଆ ଖବରା ହେଉଛନ୍ତି, ଏଠାରେ ଚିନ୍ତନ କରିବାକୁ ଅଛି ବ୍ରିଜ କାମ ଚାଲିଛି ଇଞ୍ଜିନିୟର ଯାଅ ଆସ କରୁଛନୟୀ କିନ୍ତୁ ସବୁ ନଦେଖିଲା ପରି କିଭଳି ବାବୁ ମାନେ, ପୁଣି ସବୁଠୁ ଆଚାର୍ଯ୍ୟ କରୁଛି ପ୍ରତିଦିନ ଡେପୁଟି ମେୟରଙ୍କ ଯାଆ ଆସ ର ନିତିଦିନିଆ ବାଟ, ତେବେ ଲୋକେ ପ୍ରଶ୍ନ ଉଠଡିବା ସ୍ୱାଭାବିକ ଯେ କିଭଳି ନିକମା ଙ୍କୁ ଦାଇତ୍ୱ ଦିଆଯସିଚି ଯେ ଏତେଦିନ ଧରି ଟିକିଏ କଟକ ପାଇଁ କୋଉ ସଭା ସମିତିରେ ମୁହଁ ଖୋଲି ପଦଟିଏ କଟକ ସମସ୍ୟା ବିଷୟରେ ପଦେ ଭଲା କୁହନ୍ତେ, ତେଣୁ ସବୁ ଦେଖି ଣ କହି ଚୁପ ରହିବା ଆପଣା ଗାଦି ପାଇଁ ସବୁଠୁ ଭଲ ମନ୍ତ୍ର. ବାକି ରହିଲା କେବେ ଗୋଟିଏ ବଡ଼ ଦୁର୍ଘଟଣା କୁ ଅପେକ୍ଷା, ଯେଉଁଠି ଆଗରୁ ସତର୍କ କରାଇ ବୋଷ ବ୍ରିଜ, ଏବଂ cda ଫୁଙ୍ଗୁଳା ସ୍ଲାବ ଯୋଗୁଁ ଛୋଟ ପିଲାର ପ୍ରାଣା ହାନୀ ଘଟିଲା ଅଣ ଦେଖା ଖମଖିଆଲି cmc ର ଅବହେଳା ଯୋଗୁଁ. ଆଉ ପରେ ଆଶ୍ୱାସନା ହିଁ ସାର,ତେବେ ଯଦି ସାଧାରଣ ଲୋକ ମାନଙ୍କୁ, ଗଣମାଧ୍ୟମ ଙ୍କ ନଜରକୁ ଆସୁଛି ଏଠି ଏମାନେ ଦ୍ସିଟି ରେ ଥାଇ କିପରି ଏତେ ବେଧଡ ଅବହେଳା କରି କୂପ ମାଣ୍ଡୁକ ପରି ବସି ରହିଛନ୍ତି ? ଅସୁବିଧା କେଉଁଠି ରହିଛି ? ଯାହା ବହୁ ଆଗରୁ ଦେଖି ମଧ୍ୟ ଆଡେଇ ହୋଇ ରହିଛନ୍ତି.ଏତେ ଦାଇତ୍ୱ ହୀନତା କିପରି ବରଦାସ୍ତ ହେଉଛି,ଯେଉଁଠି ସହ ସହ ବାଟୋଇ ପ୍ରତିଦିନ ଜରୁରୀ ସେବାରେ ଦୂର ଦୁରାନ୍ତ ରୋଗୀ ସେବା ଅସମ୍ବୁଲାଏନ୍ସ ସାହାର୍ଯ୍ୟରେ, ସ୍କୁଲ କଲେଜ ପିଲା , 6ବାଟାଲିଆଁନ ଭ୍ୟାନ,ଯାଅ ଆସ କରିବାର ମୁଖ୍ୟ ମାର୍ଗ.ଆଗ କୁ ବର୍ଷା ବଢ଼ି ଲାଗିରହିବ,ତେଣୁ ଦେଖିବାକୁ ରହିଲା କେବେ ଶୁଭାରମ୍ଭ ଏବଂ ଶେଷ ହେବ ଯୋବ୍ରା ଆନି କଟ ବ୍ରିଜ ମରାମତି କାର୍ଯ୍ୟ.

Leave a Reply

Your email address will not be published. Required fields are marked *