Tue. Dec 24th, 2024

ନ୍ୟୁଜ ବ୍ୟୁରୋ: ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ମେଡିକାଲ କୋଚିଂ ନେଉଥିଲେ। ସେ ଆଲେନ ଇନଷ୍ଟିଚ୍ୟୁଟରୁ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।

ମୃତ ଛାତ୍ରୀଙ୍କ ଘର କଟକରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ହଷ୍ଟେଲରେ ରହି ପାଠ ପଢୁଥିଲେ । ଏହା ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାଠ ପଢା ଚାପ ଯୋଗୁ ସେ ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି। ତେବେ ଏହା ଏକ ହତ୍ୟା ନା ସେ ନିଜେ ଜୀବନ ହାରିଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ଚନ୍ଦଶେଖରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ ଆରମ୍ଭ କରିଛି।

ତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଛାତ୍ରୀଜଣଙ୍କ ମୃତ୍ୟୁ କିପରି ହେଲା ସେନେଇ କିଛି ସୂଚନା ମିଳିନାହିଁ । ତେବ ମୃତ ଛାତ୍ରୀଙ୍କ ଘର କଟକରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ଭୁବନେଶ୍ବରରେ ଏକ ଘରୋଇ କୋଚିଂ ହଷ୍ଟେଲରେ ରହି ପାଠ ପଢୁଥିଲେ ।

Leave a Reply

Your email address will not be published. Required fields are marked *