Sun. Feb 22nd, 2026

ନ୍ୟୁଜ ଡେକ୍ସ: ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମଙ୍କ 4 ଦିନିଆ ଓଡ଼ିଶା ଗସ୍ତ । ମଙ୍ଗଳବାରଠୁ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ଏହି ଦୁଇ ଜଣିଆ ଟିମ ।

କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ଉପରେ ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବ ଏହି ଟିମ୍ ।୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ।

କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ନେଇ ସମୀକ୍ଷା କରିବ ଟିମ୍। ଏହାସହ କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *