Thu. Oct 23rd, 2025

ନ୍ୟୁଜ ଡେକ୍ସ: ପ୍ରକାଶ ପାଇଲା ଓସିଏସ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୩୯୯ ଭାକେନ୍ସି ରହିଥିଲା । ଯାହାର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାର ମେନ୍ସ ପରୀକ୍ଷା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୩୯୯ ଭାକେନ୍ସି ରହିଥିଲା । ଯାହାର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାର ମେନ୍ସ ପରୀକ୍ଷା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *