Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିର ଉପରେ ଅଭାବନୀୟ ଦୃଶ୍ୟ । ଚିଲ ଉଡାଉଛି ପତିତପାବନ ବାନା । ଶ୍ରୀମନ୍ଦିର ଠାରେ ରବିବାର ସକାଳୁ ଦେଖିବାକୁ ମିଳିଛି ଏଭଳି ଅପୂର୍ବ ଦୃଶ୍ୟ।

ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ। ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା ।

ଚିଲଟିକୁ ଦେଖି ଯେପରି ଲାଗୁଥିଲା ସତେ ଯେମିତି ପ୍ରିୟ ଜିନିଷଟି ତା’କୁ ମିଳିଯାଇଛି।ଏପଟେ ବାନାକୁ ଚିଲ ନେଇଯିବା ପରେ ଶ୍ରଦ୍ଧାଳୁଙ୍କ ମନରେ ବଢ଼ିଯାଇଛି ଆଶଙ୍କା । ଏଭଳି ଘଟଣା ପୂର୍ବରୁ କେବେ ଦେଖାଯାଇନଥିଲା ।

Leave a Reply

Your email address will not be published. Required fields are marked *