Fri. Feb 27th, 2026

Author: odianewstube@gmail.com

ପ୍ରଣବ ବଳବନ୍ତରାୟଙ୍କ ଘରେ ଆକ୍ରମଣ ଘଟଣାକୁ ନେଇ ରାଜନୀତି ତାତି, ନବୀନଙ୍କ ଦୃଢ଼ ନିନ୍ଦା

ନ୍ୟୁଜ ଡେକ୍ସ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ସମର୍ଥକଙ୍କ…

କଟକରେ ଉଦଯାପିତ ହେଲା ‘ଓଡ଼ିଶା ମାଷ୍ଟର୍ସ–୨୦୨୫’ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

ନ୍ୟୁଜ ଡେକ୍ସ : କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ–୨୦୨୫’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଡିସେମ୍ବର…

୮ ଦିନ ପରେ ସ୍ବାଭାବିକ ହେଲା ମାଲକାନଗିରି ଇଣ୍ଟରନେଟ୍ ସେବା, ଗାଁରେ ଧୀରେ ଧୀରେ ଫେରୁଛି ଶାନ୍ତି

ନ୍ୟୁଜ ଡେକ୍ସ : ହିଂସା ଘଟଣାର ୮ ଦିନ ପରେ ଶେଷରେ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି। ଗତ ସୋମବାର ସଂଧ୍ୟା ୬ଟାରୁ ଜିଲ୍ଲାରେ…

ବିଧାୟକ–ମନ୍ତ୍ରୀଙ୍କ ଦରମା ବୃଦ୍ଧିକୁ ନେଇ ଚର୍ଚ୍ଚା

ନ୍ୟୁଜ ଡେକ୍ସ : ନିକଟରେ ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି କରିଥିବା ଘୋଷଣା ପରେ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

କଟକରେ ତିନି ଦଳର ମଙ୍ଗୁଆଳ ନେତା ଅସନ୍ତୁଷ୍ଟ, ରାଜନୀତିରେ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ

ନ୍ୟୁଜ ଡେକ୍ସ : ବିଭିନ୍ନ କାରଣରୁ କଟକରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ବିଜେପି, ବିଜେଡି ଓ କଂଗ୍ରେସ ଏ ତିନି ପ୍ରମୁଖ ଦଳର ମଙ୍ଗୁଆଳ ନେତାମାନେ…

ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ତଦନ୍ତର ସୁତ୍ର ଓଡ଼ିଶାରେ, ଯାଜପୁର–ଭଦ୍ରକରୁ ୨ ମୋବାଇଲ୍ ଦୋକାନୀ ଗିରଫ

ନ୍ୟୁଜ ଡେକ୍ସ : ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଥିବା ବେଳେ, ଏହାର ସୁତ୍ର ଓଡ଼ିଶାର ଯାଜପୁର ଓ ଭଦ୍ରକ ସହ…

ଗୋଆ ଅଗ୍ନିକାଣ୍ଡ ପରେ ସଜାଗ ଓଡ଼ିଶା ଅବକାରୀ ବିଭାଗ, ରାଜଧାନୀର ବାର୍–ରେଷ୍ଟୁରାଣ୍ଟରେ ଚଢ଼ାଉ

ନ୍ୟୁଜ ଡେକ୍ସ : ଗୋଆର ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଉଠିଛି ଓଡ଼ିଶା ଅବକାରୀ ବିଭାଗ। ରାଜଧାନୀ ଭୁବନେଶ୍ୱରର ପ୍ରତ୍ୟେକଟି ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ…

ବିପଦରେ ମେଘନାଦ ପାଚେରି, ପାଚେରିରୁ ଗଳୁଛି ମଇଳା ପାଣି

ନ୍ୟୁଜ ଡେକ୍ସ :ଐତିହାସିକ ମେଘନାଦ ପାଚେରି ଏବେ ଗୁରୁତର ବିପଦ ମଧ୍ୟରେ ପଡ଼ିଛି। ପାଚେରିର ଯୋଡ଼େଇ ଅଞ୍ଚଳରେ ଫାଟ ହୋଇ ଆନନ୍ଦ ବଜାରର ମଇଳା ପାଣି ଝରୁଥିବା…

ପୁଣି ଡ୍ରେସ୍‌ ଓ ଶାଢୀରେ ମହାପ୍ରଭୁଙ୍କ ପ୍ରତିଛବି, ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ

ନ୍ୟୁଜ ଡେକ୍ସ : ପୁଣି ଥରେ ଡ୍ରେସ୍‌, ଶାଢୀ ଓ ଧୋତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ବ୍ୟବହାର କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଘଟଣା ସାମ୍ନାକୁ…