Sun. Feb 22nd, 2026

Category: STATE

ଷଷ୍ଠ ରାଜ୍ୟ ଅର୍ଥ କମିଶନର ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର, ‘ସମୀକ୍ଷା’ ପୋର୍ଟାଲ ଉଦଘାଟିତ

ନ୍ୟୁଜ ଡେକ୍ସ : ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏହି…

ରାଜ୍ୟରେ ଧୀରେ ଧୀରେ କମୁଛି ଶୀତ, କିଛି ଜିଲ୍ଲାରେ ଘନ କୁହୁଡ଼ିର ସତର୍କତା

ନ୍ୟୁଜ ଡେକ୍ସ : ଉପକୂଳ ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରଭାବ କମୁଥିବା ବେଳେ ରାତି ତାପମାତ୍ରା ସାଧାରଣ ସ୍ତରରେ ରହିଛି। ତଥାପି କେନ୍ଦ୍ରାପଡ଼ା, ଜଗତସିଂହପୁର, ଚାନ୍ଦବାଲି,…

ବେଆଇନ ବାଣ ବିସ୍ଫୋରଣରେ ଆଉ ଏକ ଜୀବନ ଗଲା, ବାଲିପାଟଣାରେ ଭୟାବହ ଘଟଣା

ନ୍ୟୁଜ ଡେକ୍ସ : ଭୁବନେଶ୍ୱର କମିଶନରେଟ ପୋଲିସ୍‌ର ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ତିଆରି ସମୟରେ ଭୟାବହ…

ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ, ମେ ୧୧ରୁ ୧୭ ମଧ୍ୟରେ ହେବ ପ୍ରବେଶିକା ପରୀକ୍ଷା

ନ୍ୟୁଜ ଡେକ୍ସ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ…

ଓଡ଼ିଆ ଚଳଚ୍ଚିତ୍ର ‘ପରୀ’ ଉପରେ ପ୍ରତିବନ୍ଧକ ଦାବି, ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ପରୀଙ୍କ ବାପା ଅଶୋକ ସାହୁ

ନ୍ୟୁଜ ଡେକ୍ସ : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀ ମାମଲାକୁ ନେଇ ପୁଣିଥରେ ରାଜ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। ଏହି ମାମଲାକୁ ଆଧାର କରି…

ଢେଙ୍କାନାଳରେ ଟାଟା ଷ୍ଟିଲ ଫାଉଣ୍ଡେସନର ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

ନ୍ୟୁଜ ଡେକ୍ସ : ଗ୍ରାମୀଣ ଅଞ୍ଚଳରେ କର୍କଟ ରୋଗର ପ୍ରାଥମିକ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସା ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ…

ରାଜ୍ୟବ୍ୟାପୀ ଆନ୍ଦୋଳନରେ ନଵନିର୍ମାଣ କୃଷକ ସଂଗଠନକୁ କଂଗ୍ରେସ ଓ ସିପିଆଇର ସମର୍ଥନ

ନ୍ୟୁଜ ଡେକ୍ସ : ଚାଷୀ ସମସ୍ୟା, ଧାନ କିଣାରେ ଅବ୍ୟବସ୍ଥା, PUCC ବାଧ୍ୟତା, ସ୍ମାର୍ଟ ମିଟର ଏବଂ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ନଵନିର୍ମାଣ କୃଷକ…

ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନ୍ୟୁଜ ଡେକ୍ସ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୩ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ପବିତ୍ର ଧାମ ପୁରୀକୁ…

ବନକଲାଗି ନୀତି ପାଇଁ ଆସନ୍ତାକାଲି ୪ ଘଣ୍ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହେବାରୁ,…

ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ, ଆସନ୍ତାକାଲି ଓଡ଼ିଶା ବନ୍ଦ

ନ୍ୟୁଜ ଡେକ୍ସ : ଧାନ ମଣ୍ଡିରେ ଅବ୍ୟବସ୍ଥା, ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ…