Thu. Oct 23rd, 2025

Tag: #up

ପ୍ରୟାଗରାଜରେ ୧୪୩ ବର୍ଷ ପରେ ମହାକୁମ୍ଭ

ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ…

କନ୍ନୌଜ ରେଲୱେ ଷ୍ଟେସନର ନିର୍ମାଣାଧିନ ବିଲ୍ଡିଂ ଭୁଶୁଡ଼ିଲା

ନ୍ୟୁଜ ଡେକ୍ସ: ଉତ୍ତରପ୍ରଦେଶରେ ବଡ଼ ଅଘଟଣ। କନୌଜ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ପ୍ରାୟ ୩୫ ଶ୍ରମିକ ଚାପି…

ସମ୍ଭଲରେ ମିଳିଲା ୪୬ ବର୍ଷ ଧରି ବନ୍ଦ ପଡ଼ିଥିବା ମନ୍ଦିର

ନ୍ୟୁଜ ଡେକ୍ସ: ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରୁ ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଥିବା…

ସରଫରାଜ ଖାଁକୁ ପୁଲିସ ଏନକାଉଣ୍ଟର

ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶ ବାହରାଇଚରେ ଦୁର୍ଗା ପୂଜା ବିସର୍ଜନ ବେଳେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏକାଉଣ୍ଟର କରିଛି ପୁଲିସ୍‌। ବାହରାଇଚରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି…

ଦୁର୍ଗାପୂଜା ଭସାଣି ବେଳେ ପଥର ଓ ଗୁଳି ମାଡ଼

ନ୍ୟୁଜ ଡେସ୍କ: ଉତ୍ତରପ୍ରଦେଶର ବାହରାଇଚର ହରଦି ଅଞ୍ଚଳରେ ଆଜି ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଥିବା ଘଟଣା ସାମ୍ନାକୁ…