Sat. Apr 18th, 2026

Month: December 2025

ଭାରତ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ନ୍ୟୁଜ ଡେକ୍ସ : ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ରୁଷର ଅତ୍ୟାଧୁନିକ ଓ ବିଶ୍ୱ-ସୁରକ୍ଷିତ ବିମାନ…

ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କା ଅନୁଦାନ, ଦିବ୍ୟ-ଭବ୍ୟ ଆୟୋଜନର ପ୍ରସ୍ତୁତି

ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର…

ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ଆକଳନ

ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣି ଏକ ଦଫାରେ ଶୀତ ପ୍ରକୋପ ବଢ଼ିବାକୁ ଯାଉଛି। ଆଜିଠୁ ରାତି ତାପମାତ୍ରା କମିବା ସହ ଥଣ୍ଡାର ପ୍ରଭାବ ଅଧିକ ଅନୁଭୂତ…

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଓଡିଶା କଳାକାର ମାନସ ସାହୁଙ୍କ ବାଲୁକା କଳାରେ ସ୍ୱାଗତ

ନ୍ୟୁଜ ଡେକ୍ସ : ଦୁଇଦିନିଆ ଭାରତ ଦୌରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଓଡିଶାର ପ୍ରସିଦ୍ଧ ବାଲୁକା କଳାକାର ମାନସ କୁମାର ସାହୁ ଏକ ବିଶେଷ…

ପ୍ରଚାର–ପ୍ରସାର ପାଇଁ ସରକାର ଖର୍ଚ୍ଚ କଲେ ୮୩.୮୪ କୋଟି ଟଙ୍କା, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାରଙ୍କ ପ୍ରଚାର–ପ୍ରସାର କାର୍ଯ୍ୟ ପାଇଁ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଆସିଛି। ଏହି…

ସାମ୍ବାଦିକମାନଙ୍କ ପେନସନ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ନ୍ୟୁଜ ଡେକ୍ସ : ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏହି ସୂଚନା ଗୁରୁବାର ରାଜ୍ୟ ବିଧାନସଭାରେ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଅଭିଯୋଗ, ରାସ୍ତାରେ ବିକ୍ଷୋଭ

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁବାର ଦିନ ତୀବ୍ର ଉତ୍ତେଜନା ଦେଖାଦେଇଛି। ଜଣେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଓ ନିର୍ଯାତନା ଅଭିଯୋଗକୁ ନେଇ…

ଯାଜପୁର ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଓ ASI ମଧ୍ୟରେ ମାରପିଟ୍‌, ଉଭୟଙ୍କୁ ବଦଳି ନିର୍ଦ୍ଦେଶ

ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଜଣେ ASIଙ୍କ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ଘଟଣାକୁ ନେଇ…

ଓଡ଼ିଶାରେ ୨.୧୯ ଲକ୍ଷରୁ ଅଧିକ ଇଭି ପଞ୍ଜିକୃତ, ୩୪୦ କୋଟିରୁ ଅଧିକ ପ୍ରୋତ୍ସାହନ ଦେଇଛନ୍ତି ସରକାର

ନ୍ୟୁଜ ଡେକ୍ସ :ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାର ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୨.୧୯ ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନ ପଞ୍ଜିକୃତ ହୋଇ ସଡ଼କରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଫିଟନେସ୍‌କୁ ନଜର, ବେଙ୍ଗାଲୁରରେ ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ

ନ୍ୟୁଜ ଡେକ୍ସ : ଦକ୍ଷିଣ ଆଫ୍ରିକା ବିପକ୍ଷ ଆସନ୍ତା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ନିଜ ଫିଟନେସ୍‌କୁ ନେଇ ଗୁରୁତ୍ୱ…