ବାରବାଟୀ ଷ୍ଟାଡିୟମ୍କୁ ବିଶ୍ୱସ୍ତରୀୟ କରିବା ଦାବି, ବିଧାନସଭାରେ ସୋଫିଆ ଫିର୍ଦ୍ଦୋସ୍ଙ୍କ ଗୁରୁତ୍ୱପୂର୍ଣ୍ଣ ମତ
ନ୍ୟୁଜ ଡେକ୍ସ : କଟକସ୍ଥିତ ପ୍ରସିଦ୍ଧ ବାରବାଟୀ ଷ୍ଟାଡିୟମ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ଅପଗ୍ରେଡ୍ କରିବାର ଦାବି ଆଜି ବିଧାନସଭାରେ ଉଠିଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ଏହି ପ୍ରସଙ୍ଗ…
