ରାଜଧାନୀରେ ଅଛନ୍ତି ୪୭ହଜାରରୁ ଉର୍ଦ୍ଧ୍ବ ବୁଲା କୁକୁର
ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ସଂଖ୍ୟା ୪୭,୧୨୬ ରହିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଜାରି କରିଛି। ସେପ୍ଟେମ୍ବର ୧୮ରୁ…
୭ ମାସ ଧରି ମାଛଧରା ଉପରେ କଟକଣା
ନ୍ୟୁଜ ଡେକ୍ସ : ଆଉ କିଛି ଦିନ ପରେ ଭଦ୍ରକ ଜିଲ୍ଲାର ବଙ୍ଗୋପସାଗର ସୀମା ଭିତର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଙ୍କ ଭିଡ…
ମୋଦି-ଟ୍ରମ୍ପଙ୍କ ସମ୍ପର୍କକୁ ନେଇ କାହିଁକି ଏଭଳି କହିଲେ ସେର୍ଗିଓ
ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶନିବାର ଦିନ ଭେଟିଲେ ଆମେରିକାର ନବନିୟୁକ୍ତ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି…
ଓଡିଶାରୁ ଫେରିଯିବ ମୌସୁମୀ
ନ୍ୟୁଜ ଡେକ୍ସ : ଚାରି ମାସ ତେର ଦିନ ଧରି ରାଜ୍ୟରେ ବର୍ଷା ନେଇ ମେଘମାଳା ଦେଖାଯାଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରୁ ଫେରିବା ପାଇଁ…
ଭୁବନେଶ୍ୱରରେ ତିଆରି ହେଉଛି ମହିଳା ରୋବୋଟ୍
ନ୍ୟୁଜ ଡେକ୍ସ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମହାକାଶ ମିଶନର ଅଂଶ ଭାବରେ ଏକ ମାନବହୀନ ମହାକାଶଯାନ…
ଭୁବନେଶ୍ୱରରେ ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ
ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍ରେ ଆଜି ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ଉତ୍ସବମୟ ଭାବେ ପାଳିତ ହୋଇଗଲା। ଏହି ଅବସରରେ…
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ — ମମତା ସରକାର ଉପରେ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ
ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୈତିକ ପରିସରରେ ଚଞ୍ଚଳତା ସୃଷ୍ଟି ହୋଇଛି। ଏହି ଘଟଣା ପ୍ରତି କଠୋର ଅସନ୍ତୋଷ…
ଚିଲିକାରେ ବିରଳ ପ୍ରାକୃତିକ ଦୃଶ୍ୟ! ପାଣି ଉପରେ ଦେଖାଗଲା ଘୂର୍ଣ୍ଣିଝଡ
ନ୍ୟୁଜ ଡେକ୍ସ : ଚିଲିକା ହ୍ରଦରେ ଶନିବାର ଏକ ବିରଳ ପ୍ରାକୃତିକ ଘଟଣା ଦେଖିବାକୁ ମିଳିଛି। ହ୍ରଦ ଉପରେ ହଠାତ୍ ଏକ ବିରାଟ ଘୂର୍ଣ୍ଣିଝଡ ସୃଷ୍ଟି ହେବାର…
ଅର୍ଚ୍ଚନା-ଜଗବନ୍ଧୁଙ୍କ ପୁଣି ବଢ଼ିଲା ଅଡୁଆ
ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲିଂ ମାମଲା ଦିନକୁ ଦିନ ଅଡୁଆ ହେଉଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଶୁକ୍ରବାର ଦିନ…
ଅପରେସନ୍ ପ୍ରହାରକୁ ବଡ଼ ସଫଳତା
ନ୍ୟୁଜ ଡେକ୍ସ : ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନରେ ବରଗଡ଼ ପୋଲିସ ଆଜି ଏକ ବଡ଼ ସଫଳତା ହାସଲ କରିଛି। ‘ଅପରେସନ୍ ପ୍ରହାର’ ଅଧୀନରେ…
