Fri. Apr 17th, 2026

ନ୍ୟୁଜ ଡେକ୍ସ: ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍ ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣା ଫଳରେ ଘାଟି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାହା ଦ୍ୱାରା କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍ ଓ ମାଲ ବୋଝେଇ ଟ୍ରକ୍ ଦୁଇ ପାର୍ଶ୍ଵରେ ଅଟକି ରହିଛି ।

ତେବେ ସୂଚନା ମୁତାବକ, ସକାଳୁ ସକାଳୁ ଭଦ୍ରକ ଜଳେଶ୍ୱର କର୍ମଦା ଛକ ନିଟକରେ ଏପରି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ ଅଟା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ଜଣାପଡିଛି। ଫଳରେ କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍ ଓ ମାଲ ବୋଝେଇ ଟ୍ରକ ଦୁଇ ପାର୍ଶ୍ଵରେ ଅଟକି ରହିଥିବାର ଦେଖିବାକୁ ମିଳିଛି ।

ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *