Sat. Apr 18th, 2026

Month: December 2025

ସ୍ମୃତି ମନ୍ଧାନା ଓ ପଲାସ ମୁଚ୍ଛଲଙ୍କ ସମ୍ପର୍କରେ ପୂର୍ଣ୍ଣବିରାମ: ସାମାଜିକ ଗଣମାଧ୍ୟମରେ ଦୁହେଁ କଲେ ଘୋଷଣା

ନ୍ୟୁଜ ଡେକ୍ସ : ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ଓ ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ପଲାସ ମୁଚ୍ଛଲଙ୍କ ବିବାହ ସମ୍ପର୍କ ଭାଙ୍ଗିଯାଇଥିବା ନେଇ…

ମଧୁମେହ ନିୟନ୍ତ୍ରଣରେ ଯୋଗ ହେଉଛି ରାମବାଣ: ନିୟମିତ ଅଭ୍ୟାସରେ ମିଳୁଛି ଭଲ ଫଳ

ନ୍ୟୁଜ ଡେକ୍ସ : ଆଜିକାଲି ସୁସ୍ଥ ଓ ନିରୋଗ ରହିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଏ ସକାଳୁ ଉଠି ବ୍ୟାୟାମ କରୁଛି, କିଏ…

ଏଣିକି ମୃତଦେହ ରଖି ସଡ଼କ ଅବରୋଧ କଲେ ୫ ବର୍ଷ ଜେଲ୍: ରାଜସ୍ଥାନରେ ‘ମୃତ ଶରୀର ସମ୍ମାନ ଆଇନ’ ଲାଗୁ

ନ୍ୟୁଜ ଡେକ୍ସ : ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ପରେ ମୃତଦେହ ରଖି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ଏବେ…

ପଞ୍ଜାବ କଂଗ୍ରେସରେ ରାଜନୈତିକ ହଲଚଲ: ନଭଜୋତ କୌର ସିଦ୍ଧୁ ଦଳରୁ ନିଲମ୍ବିତ

ନ୍ୟୁଜ ଡେକ୍ସ : ପଞ୍ଜାବ କଂଗ୍ରେସରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁଙ୍କୁ ସୋମବାର କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିବା ପରେ…

ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି, ଉପକୂଳ ଅଞ୍ଚଳରେ ସତର୍କତା

ନ୍ୟୁଜ ଡେକ୍ସ : ଜାପାନର ଉତ୍ତର ଉପକୂଳ ନିକଟ ସମୁଦ୍ର ଭିତରେ ଆଜି ଜୋରଦାର ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ ପକ୍ଷରୁ…

ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ

ନ୍ୟୁଜ ଡେକ୍ସ : ୨୦୧୭ ମସିହାରେ ଘଟିଥିବା ଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେରଳର କୋଚି ସ୍ଥିତ…

ସେଲିବ୍ରିଟି ମାଷ୍ଟରସେଫ୍ ପରେ ବିଗ୍ ବସ୍ ଟ୍ରଫି ଜିତିଲେ ଗୌରବ ଖାନ୍ନା, ୫୦ ଲକ୍ଷ ଟଙ୍କା ପୁରସ୍କାର ହାସଲ

ନ୍ୟୁଜ ଡେକ୍ସ : ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସଂସ୍କରଣ ଜିତିବା ପରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି ଲୋକପ୍ରିୟ ଟିଭି ଅଭିନେତା ଗୌରବ ଖାନ୍ନା।…

ଆୟୁର୍ବେଦରେ ଲାଉ ଜୁସ୍‌ର ଅଦ୍ଭୁତ ଗୁଣ, ଶୀତଦିନେ ପାନ କରିଲେ ମିଳିପାରେ ବହୁ ଲାଭ

ନ୍ୟୁଜ ଡେକ୍ସ : ଆୟୁର୍ବେଦ ଅନୁସାରେ ଲାଉ ଏକ ଉତ୍କୃଷ୍ଟ ଔଷଧୀୟ ଗୁଣରେ ପୂର୍ଣ୍ଣ ସବ୍ଜି। ଲାଉରୁ ପ୍ରସ୍ତୁତ ଜୁସ୍‌ ପାନ କଲେ ଶରୀରରୁ ବିଷାକ୍ତ ତତ୍ତ୍ବ…

ବାରବାଟୀ ଟି–୨୦ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ, ୪ ଜଣ ଗିରଫ, ୨୧ଟି ଟିକେଟ୍‌ ଜବତ

ନ୍ୟୁଜ ଡେକ୍ସ : କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ–ଦକ୍ଷିଣ ଆଫ୍ରିକା ଟି–୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ପୁଲିସ…

ଦେଢ଼ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସିଥିବା ୯୧ ପ୍ରତିଶତ ଅଭିଯୋଗର ସମାଧାନ

ନ୍ୟୁଜ ଡେକ୍ସ : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଆସୁଥିବା ଅଭିଯୋଗ ମଧ୍ୟରୁ ଦେଢ଼ ବର୍ଷ ମଧ୍ୟରେ ୯୧ ପ୍ରତିଶତ ଅଭିଯୋଗର ସଫଳ ସମାଧାନ ହୋଇଛି।…