Thu. Feb 19th, 2026

Month: January 2026

ଉତ୍ତର ପ୍ରଦେଶ ଦିବସରେ ୫ ଜଣଙ୍କୁ ‘ଉତ୍ତରପ୍ରଦେଶ ଗୌରବ ସମ୍ମାନ’

ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ‘ଉତ୍ତରପ୍ରଦେଶ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ଏହି ସମ୍ମାନ ପାଇବାକୁ…

ପାକିସ୍ତାନରେ ବିବାହ ଉତ୍ସବ ସମୟରେ ଆତ୍ମଘାତୀ ବିସ୍ଫୋରଣ, ୫ ମୃତ, ୧୦ ଗୁରୁତର

ନ୍ୟୁଜ ଡେକ୍ସ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ସହରରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଏକ…

ରାଜଧାନୀରେ ଆତଙ୍କରାଜ୍: ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର, ୨୦ ଜଣଙ୍କ ଦ୍ୱାରା ହଣାକଟା

ନ୍ୟୁଜ ଡେକ୍ସ : ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଆତଙ୍କରାଜ୍। ମୁହଁରେ ମାସ୍କ ଓ ହାତରେ ମାରଣାସ୍ତ୍ର ଧରି ସର୍ବସାମ୍ନାରେ ଆକ୍ରମଣ କରାଯାଉଥିବା ଘଟଣା ସାଧାରଣ ଲୋକଙ୍କ…

ସରଣ୍ଡା ଜଙ୍ଗଲରେ ବଡ଼ ଏନକାଉଣ୍ଟର: ୧୭ ନକ୍ସଲ ନିହତ, ଜୋରଦାର ସର୍ଚ୍ଚ ଅପରେସନ୍ ଜାରି

ନ୍ୟୁଜ ଡେକ୍ସ : ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଛି। ସିଆରପିଏଫ୍‌, ଝାରଖଣ୍ଡ ଜାଗୁଆର, କୋବ୍ରା…

ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ

ନ୍ୟୁଜ ଡେକ୍ସ :ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରାଯାଇଛି। ସଂଘର ଏକ ଜରୁରୀ ବୈଠକ ପରେ ଏହି ସିଦ୍ଧାନ୍ତ ଘୋଷଣା…

ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା

ନ୍ୟୁଜ ଡେକ୍ସ : ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ପକ୍ଷରୁ ନିଟ୍-ଏମଡିଏସ୍ ୨୦୨୬ ଏବଂ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ…

‘ବର୍ଡର’ ଦେଖି ଜାଗ୍ରତ ହୋଇଥିଲା ଦେଶପ୍ରେମ, ‘ବର୍ଡର–୨’ର ଅଂଶ ହେବା ମୋ ପାଇଁ ସ୍ୱପ୍ନ ସତ: ଦିଲଜିତ୍ ଦୋସାଞ୍ଝ

ନ୍ୟୁଜ ଡେକ୍ସ : ଜାନୁଆରୀ ୨୩ରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ବର୍ଡର–୨’କୁ ନେଇ ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ୍ ଦୋସାଞ୍ଝ ଏକ ଭାବପ୍ରବଣ ନୋଟ…

ବିଧାନସଭାରେ ସଂଖ୍ୟାଗରିଷ୍ଠତା ନଥିବା ସତ୍ତ୍ୱେ ଓଡ଼ିଶାରେ ରାଜ୍ୟସଭା ପ୍ରାର୍ଥୀ ଦେବ ରାଜ୍ୟ କଂଗ୍ରେସ: ପିସିସି ସଭାପତି ଭକ୍ତ ଚରଣ ଦାସ

ନ୍ୟୁଜ ଡେକ୍ସ : ଓଡ଼ିଶାରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା କଂଗ୍ରେସ ପାଖରେ ନଥିବା ସତ୍ତ୍ୱେ ରାଜ୍ୟସଭା ପାଇଁ ନିଜ ପ୍ରାର୍ଥୀ ଦେବାର ଘୋଷଣା କରାଯାଇଛି। ଏହି ସୂଚନା ଦେଇଛନ୍ତି…

ଲାଭର ଦିଗରେ ଭାରତୀୟ ଡାକ, ୮.୨% ରାଜସ୍ବ ବୃଦ୍ଧି ସହ ନୂଆ ଉତ୍ସାହ

ନ୍ୟୁଜ ଡେକ୍ସ : ଭାରତୀୟ ଡାକ ବିଭାଗ ଆର୍ଥିକ ଦୃଷ୍ଟିରୁ ଏବେ ନୂଆ ଉଚ୍ଚତାକୁ ଛୁଇଁଛି। ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ଚଉଠରେ ଡାକ…