Thu. Oct 23rd, 2025

ନ୍ୟୁଜ ଡେକ୍ସ : ନିଶା ମୁକ୍ତ ଭାରତ’ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ । ଗଣଦୌଡ଼ ଶୁଭାରମ୍ଭ କରି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମହତ ବାର୍ତ୍ତା ନେଇ ଗଣଦୌଡ଼ ।

ଅନ୍ୟପଟେ, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ‘ନମୋ ଯୁବ ମାରାଥନ୍’ ଆୟୋଜିତ ହୋଇଛି । ଏହା ମାଧ୍ୟମରେ ନିଶା ଠାରୁ ଯୁବପିଢିଙ୍କୁ ଦୂରେଇ ରଖିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଉଛି ।

Leave a Reply

Your email address will not be published. Required fields are marked *