ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ: ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ଶହଶହ ଚାଷୀ ଆନ୍ଦୋଳନରେ ସାମିଲ
ନ୍ୟୁଜ ଡେକ୍ସ : ଖରିଫ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…
ଦହିବରା ଖାଇ ୭୦ରୁ ଅଧିକ ଅସୁସ୍ଥ, ଗବଯୋର ଗାଁରେ ଝାଡାବାନ୍ତି ଆତଙ୍କ
ନ୍ୟୁଜ ଡେକ୍ସ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋର ଗାଁରେ ଦହିବରା ଖାଇ ୭୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି।…
ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ
ନ୍ୟୁଜ ଡେକ୍ସ : ହାଇଦ୍ରାବାଦରେ ଆଜି ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ ଆୟୋଜିତ ହେଉଛି। ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଆକର୍ଷଣ ଏବଂ ଶିଳ୍ପ…
ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ର ପୁନର୍ବିଚାର ପାଇଁ ବିଜେଡିର ଦାବି
ନ୍ୟୁଜ ଡେକ୍ସ : ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସଂପର୍କିତ ବିଲ୍କୁ ନେଇ ଜନମହଳରେ ଉଠୁଥିବା ତୀବ୍ର ପ୍ରତିକ୍ରିୟା ପରେ ଏହାର ପୁନର୍ବିଚାର ପାଇଁ…
ଭୁବନେଶ୍ବର–ପୁରୀ ରେଳପଥରେ ବଡ଼ ପରିବର୍ତ୍ତନ: ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍
ନ୍ୟୁଜ ଡେକ୍ସ : ଭୁବନେଶ୍ବରରୁ ପୁରୀ ଯାତ୍ରା ଆହୁରି ଶୀଘ୍ର ଓ ସୁଗମ ହେବାକୁ ଯାଉଛି। ଏବେ ଅତି କମ୍ ସମୟ ଭିତରେ ଯାତ୍ରୀମାନେ ଭୁବନେଶ୍ବରରୁ ପୁରୀରେ…
ସାଇବର ଠକେଇର ଶିକାର ହେଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍
ନ୍ୟୁଜ ଡେକ୍ସ : ଟାଉନ୍ ଥାନା ଅଞ୍ଚଳରେ ଏକ ଚଞ୍ଚଳକର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଅତିରିକ୍ତ ଜିଲ୍ଲା…
ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନା ଆଇଆଇସି, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଆଇଆଇସି ସୁକୁମା ହାଁସଦା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ନ୍ୟାୟ ଦେବା ପରିବର୍ତ୍ତେ ୨୦ ହଜାର ଟଙ୍କା ଲାଞ୍ଚ…
ରାଜଧାନୀରେ ବିଜେଡିର ଜୋରଦାର ପ୍ରତିବାଦ, ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଦାବି
ନ୍ୟୁଜ ଡେକ୍ସ : ରାଜଧାନୀରେ ଆଜି ବିଜୁ ଜନତା ଦଳ ଜୋରଦାର ଭାବେ ଗର୍ଜି ଉଠିଛି। ଟାଟା ପାୱାର ପକ୍ଷରୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା…
ଖଣ୍ଡଗିରିରୁ ଏମ୍ସ ପର୍ଯ୍ୟନ୍ତ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର, ୩-ଲେନ ସର୍ଭିସ୍ ରୋଡ ପାଇଁ ନିଷ୍ପତ୍ତି
ନ୍ୟୁଜ ଡେକ୍ସ :ରାଜଧାନୀରେ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଖଣ୍ଡଗିରିରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର…
ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ହାପି ଗିରଫ
ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ…
