ମାଷ୍ଟର ମାଇଣ୍ଡକୁ ଗିରଫ କର’, ବିଏମସି ଆଟାକ୍କୁ ନେଇ ମେୟରଙ୍କ ବଡ଼ ନିର୍ଦ୍ଦେଶ
ନ୍ୟୁଜ ଡେକ୍ସ: ବିଏମସିରେ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ମେୟର ସୁଲୋଚନା ଦାସ। ସେ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଦାବି କରିଛନ୍ତି।…
ଅସୁସ୍ଥ ହେଲେ BMC ଅଫିସରେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନର ରତ୍ନାକର ସାହୁ
ନ୍ୟୁଜ ଡେକ୍ସ: ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର…
ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାବି ନେଇ ଜୋର
ନ୍ୟୁଜ ଡେକ୍ସ: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବା ଆଶଙ୍କା କରାଯାଉଛି। ଜଗନ୍ନାଥ ବୁଧବାର…
୫ ଦେଶ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି
ନ୍ୟୁଜ ଡେକ୍ସ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ । ବ୍ରିକ୍ସ( BRICS) ସମ୍ମିଳନୀରେ ସାମିଲ ହେବେ ସହ ଜୁଲାଇ ୯ ତାରିଖ ମଧ୍ୟରେ…
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଆକାଶ ଉଚ୍ଚା ଉଠିଲା ଧୂଆଁ
ନ୍ୟୁଜ ଡେକ୍ସ: ଭାରତର ବାଣ ହବ୍ କୁହାଯାଉଥିବା ତାମିଲନାଡୁର ଶିବକାଶୀରେ ବଡ ଧରଣର ଅଘଟଣ। ମଙ୍ଗଳବାର ଶିବକାଶୀରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ…
ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ
ନ୍ୟୁଜ ଡେକ୍ସ: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବ୍ ରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ନିଲମ୍ବିତ ହୋଇଛନ୍ତି ।…
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ
ନ୍ୟୁଜ ଡେକ୍ସ: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।…
ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
ନ୍ୟୁଜ ଡେକ୍ସ:ମଙ୍ଗଳବାର ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିବେ। ସେବାୟତଙ୍କ ସହ ମହାପ୍ରଭୁଙ୍କ ଆଗାମୀ…
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ନିଆଗଲା ଆକ୍ସନ୍
ନ୍ୟୁଜ ଡେକ୍ସ: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ବିଜେପିର ଆକ୍ସନ୍। ସୋମବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ…
ମରାଠା ବାଘୁଣୀ “ଜିନ୍ନତ’ ଗର୍ଭବତୀ; ଟି-୧୨ ପ୍ରେମରେ ପଡ଼ିଲା ପରେ ଖୁସି ଖବର
ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷୀୟା ଚୁଲବୁଲି ଜିନ୍ନତ ଏବେ ଗର୍ଭବତୀ । ୩ ରାଜ୍ୟର ୭ ଜଙ୍ଗଲ ଘୂରିକି…
