ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି, ଉପକୂଳ ଅଞ୍ଚଳରେ ସତର୍କତା
ନ୍ୟୁଜ ଡେକ୍ସ : ଜାପାନର ଉତ୍ତର ଉପକୂଳ ନିକଟ ସମୁଦ୍ର ଭିତରେ ଆଜି ଜୋରଦାର ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ ପକ୍ଷରୁ…
ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ
ନ୍ୟୁଜ ଡେକ୍ସ : ୨୦୧୭ ମସିହାରେ ଘଟିଥିବା ଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେରଳର କୋଚି ସ୍ଥିତ…
ସେଲିବ୍ରିଟି ମାଷ୍ଟରସେଫ୍ ପରେ ବିଗ୍ ବସ୍ ଟ୍ରଫି ଜିତିଲେ ଗୌରବ ଖାନ୍ନା, ୫୦ ଲକ୍ଷ ଟଙ୍କା ପୁରସ୍କାର ହାସଲ
ନ୍ୟୁଜ ଡେକ୍ସ : ସେଲିବ୍ରିଟି ମାଷ୍ଟରସେଫ୍ର ପ୍ରଥମ ସଂସ୍କରଣ ଜିତିବା ପରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି ଲୋକପ୍ରିୟ ଟିଭି ଅଭିନେତା ଗୌରବ ଖାନ୍ନା।…
ଆୟୁର୍ବେଦରେ ଲାଉ ଜୁସ୍ର ଅଦ୍ଭୁତ ଗୁଣ, ଶୀତଦିନେ ପାନ କରିଲେ ମିଳିପାରେ ବହୁ ଲାଭ
ନ୍ୟୁଜ ଡେକ୍ସ : ଆୟୁର୍ବେଦ ଅନୁସାରେ ଲାଉ ଏକ ଉତ୍କୃଷ୍ଟ ଔଷଧୀୟ ଗୁଣରେ ପୂର୍ଣ୍ଣ ସବ୍ଜି। ଲାଉରୁ ପ୍ରସ୍ତୁତ ଜୁସ୍ ପାନ କଲେ ଶରୀରରୁ ବିଷାକ୍ତ ତତ୍ତ୍ବ…
ବାରବାଟୀ ଟି–୨୦ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ, ୪ ଜଣ ଗିରଫ, ୨୧ଟି ଟିକେଟ୍ ଜବତ
ନ୍ୟୁଜ ଡେକ୍ସ : କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ–ଦକ୍ଷିଣ ଆଫ୍ରିକା ଟି–୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ଅଭିଯୋଗରେ ପୁଲିସ…
ଦେଢ଼ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସିଥିବା ୯୧ ପ୍ରତିଶତ ଅଭିଯୋଗର ସମାଧାନ
ନ୍ୟୁଜ ଡେକ୍ସ : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଆସୁଥିବା ଅଭିଯୋଗ ମଧ୍ୟରୁ ଦେଢ଼ ବର୍ଷ ମଧ୍ୟରେ ୯୧ ପ୍ରତିଶତ ଅଭିଯୋଗର ସଫଳ ସମାଧାନ ହୋଇଛି।…
୧୮ ମାସରେ ୨୦ ପୋଲିସ ଅଧିକାରୀ ଲାଞ୍ଚ ନେବ ଅଭିଯୋଗରେ ଗିରଫ
ନ୍ୟୁଜ ଡେକ୍ସ : ଗତ ୧୮ ମାସ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଲାଞ୍ଚ ନେବ ଅଭିଯୋଗରେ ଗିରଫ…
ଦେଶର ୧୦୦ଟି ସର୍ବାଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ତାଲିକାରେ ସୁନ୍ଦରଗଡ଼ ଓ ଗଞ୍ଜାମ
ନ୍ୟୁଜ ଡେକ୍ସ : ଦେଶବ୍ୟାପୀ ସଡ଼କ ଦୁର୍ଘଟଣା ପରିସ୍ଥିତି ଉପରେ ତିନି ବର୍ଷର ଗଭୀର ବିଶ୍ଳେଷଣ ପରେ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସର୍ବାଧିକ ୧୦୦ଟି…
ମୟୂରଭଞ୍ଜରେ କଲେଜ ପରିସରରେ ଛୁରାମାଡ଼, ଯୁକ୍ତ–୨ ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ
ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲାର ବାଇଗଣବାଡ଼ିଆ ସ୍ଥିତ ବି.ବି. ମହାବିଦ୍ୟାଳୟ ପରିସରରେ ଘଟିଥିବା ଏକ ଛୁରାମାଡ଼ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ସାମାନ୍ୟ ବଚସାକୁ…
ରାଜ୍ୟରେ ବୁଡ଼ି ମୃତ୍ୟୁ ଉଦବେଗଜନକ: ୪ ବର୍ଷରେ ୧୭୫୦ ଜଣଙ୍କ ମୃତ୍ୟୁ
ନ୍ୟୁଜ ଡେକ୍ସ : ରାଜ୍ୟରେ ବୁଡ଼ି ମୃତ୍ୟୁକୁ ନେଇ ବିଧାନସଭାରୁ ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି। ୨୦୨୨ ରୁ ୨୦୨୫ ମଧ୍ୟରେ ନଦୀରେ ବୁଡ଼ି ୧୭୫୦ ଜଣ…
