Sat. Apr 18th, 2026

Month: February 2026

ବାଲେଶ୍ୱରରେ ପିଲାଚୋରି ଗୁଜବକୁ ନେଇ ହିଂସା, ୭୨ ଗିରଫ

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ରାଜନଗର ପାଟଣା ଗ୍ରାମରେ ପିଲାଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଏହି…

ଶ୍ରୀଲିଙ୍ଗରାଜଙ୍କ ଫଗୁ ଦଶମୀରୁ ଭୋଗଖିଆ ପର୍ବ ଆରମ୍ଭ, ଚନ୍ଦ୍ରଗ୍ରହଣ ପାଇଁ ସମୟ ପରିବର୍ତ୍ତନ

ନ୍ୟୁଜ ଡେକ୍ସ :ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ଗୁରୁବାର ପବିତ୍ର ଫଗୁ ଦଶମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଫଗୁ ଲାଗି କରାଯିବା ସହ ଆରମ୍ଭ ହେବ ଭୋଗଖିଆ ପର୍ବ।…

ଆୟୁଷ୍ମାନ ଯୋଜନାରେ ପ୍ୟାକେଜ୍ ଗଳାବାଟ, ରୋଗୀଙ୍କୁ ଅନାବଶ୍ୟକ ରଖୁଛନ୍ତି ଘରୋଇ ହସ୍ପିଟାଲ୍

ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ଟଙ୍କା ଲୁଟିବାକୁ କିଛି ଘରୋଇ ହସ୍ପିଟାଲ୍ ନୂଆ ଉପାୟ ଆପଣାଇଥିବା ଅଭିଯୋଗ ଉଠିଛି। ଆୟୁଷ୍ମାନ ଭାରତ ଯୋଜନାରେ…

ନେସେଟ୍‌ର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ନରେନ୍ଦ୍ର ମୋଦୀ

ନ୍ୟୁଜ ଡେକ୍ସ : ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଇସ୍ରାଏଲର ସର୍ବୋଚ୍ଚ…

ବଳଦେବ ଜୀଉଙ୍କ ନୂତନ ତାଳଧ୍ୱଜ ରଥ ପାଇଁ ଏକ କୋଟି ଟଙ୍କା ଅନୁଦାନ ମଞ୍ଜୁର

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ପକ୍ଷରୁ ଏକ କୋଟି…

ଧାନ ସଂଗ୍ରହରେ ନୂଆ ସହଜିକରଣ: ଟୋକନ ବୈଧତା ବଢ଼ାଇଲେ ଓଡ଼ିଶା ସରକାର

ନ୍ୟୁଜ ଡେକ୍ସ : ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିବା ଚାଷୀମାନଙ୍କୁ ସହଜତା ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ବୁଧବାର ଟୋକନର ବୈଧତା ସମୟସୀମା ବୃଦ୍ଧି କରିଛନ୍ତି।…

ମାର୍ଚ୍ଚ ପ୍ରଥମ ସପ୍ତାହରୁ ରତ୍ନ ଭଣ୍ଡାରର ଗଣତି ଆରମ୍ଭ, ମୂଲ୍ୟାଙ୍କନ ହେବ ନାହିଁ

ନ୍ୟୁଜ ଡେକ୍ସ : ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ରହିଥିବା ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ବୁଧବାର…

ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟନ, ଆଧ୍ୟାତ୍ମିକ ଏକତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ନ୍ୟୁଜ ଡେକ୍ସ : ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ…

ସଞ୍ଜୟ ଲୀଲା ବଂଶାଲୀଙ୍କୁ ହୃଦଘାତ ଗୁଜବ ମିଥ୍ୟା, ପରିବାରର ସ୍ପଷ୍ଟୀକରଣ

ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ Sanjay Leela Bhansali ଫେବୃଆରୀ ୨୪ ତାରିଖରେ ତାଙ୍କ ୬୩ତମ ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ତାହା ପରେ…