Tue. Apr 28th, 2026

Category: STATE

ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ଭିଡ଼ — ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ପରିପେକ୍ଷରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ପୁରୀରେ ସୁରକ୍ଷା…

ଜେଇଇ ମେନ୍‌ ୨୦୨୬ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ, ଜାନୁଆରୀରେ ପରୀକ୍ଷା

ନ୍ୟୁଜ ଡେକ୍ସ : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ…

ପୁଣି ବଡ଼ ସଫଳତା ପୁରୀ ପୋଲିସଙ୍କର — ଅପରେସନ ‘ଚକ୍ର’ ରେ ଜବତ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର

ନ୍ୟୁଜ ଡେକ୍ସ :ମାଦକ ଦ୍ରବ୍ୟ ଚାଲାଣ ରୋକିବା ଅଭିଯାନରେ ପୁରୀ ପୋଲିସ ପୁଣି ଏକ ବଡ଼ ସଫଳତା ହାସଲ କରିଛି। “ଅପରେସନ ଚକ୍ର” ଅଭିଯାନ ଅଧୀନରେ ପୋଲିସ…

କୁଲଡିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲା

ନ୍ୟୁଜ ଡେକ୍ସ : ଛଅ ମାସ ପରେ ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି। ଜୁନ୍‌ ମାସରୁ ପ୍ରାକୃତିକ…

ବାଲିଯାତ୍ରା ପାଇଁ ପ୍ରଥମ ମୁଖ୍ୟ ଗୀତ ‘ଆମ ଐତିହାସିକ ବାଲିଯାତ୍ରା’

ନ୍ୟୁଜ ଡେକ୍ସ : ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଉତ୍ସବ ବାଲିଯାତ୍ରା ଏବେ ନବ ମାତ୍ରା ନେଇ ଆଗକୁ ଯାଉଛି। ପ୍ରଥମଥର ପାଇଁ କଟକ ପ୍ରଶାସନ ତରଫରୁ…

ବ୍ରହ୍ମପୁର ଏସ୍‌ପିଙ୍କ ବୟାନକୁ ନେଇ ହାଇକୋର୍ଟ ଖପ୍ପା

ନ୍ୟୁଜ ଡେକ୍ସ : ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲା ସମ୍ବନ୍ଧରେ ଏକ ପ୍ରେସ୍‌ମିଟରେ…

ସରିବାକୁ ଯାଉଛି ଡେଡ୍ଲାଇନ୍ — ଇ-କେୱାଇସି ନ କଲେ ନଭେମ୍ବରରୁ ମିଳିବ ନାହିଁ ଚାଉଳ

ନ୍ୟୁଜ ଡେକ୍ସ : ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ଏବେ ଚାଲିଛି ଶେଷ ସମୟ। ଯେମାନେ ଏପର୍ଯ୍ୟନ୍ତ ଇ-କେୱାଇସି (e-KYC) କରିନାହାନ୍ତି ସେମାନଙ୍କ ପାଇଁ ନଭେମ୍ବର ମାସରୁ…

SI ପରୀକ୍ଷା କେଳେଙ୍କାରୀ ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଏସଆଇ (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଯେଉଁଠାରେ…

ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନରେ ଓଆଇଏସ ଅଧିକାରୀ ତନୁଜା ମହାନ୍ତି ନିଲମ୍ବିତ

ନ୍ୟୁଜ ଡେକ୍ସ :ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷିତରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ଆସିଥିବା ଅଭିନବ ଘଟଣାରେ ଓଡ଼ିଶା ସୂଚନା ସେବା (OIS) ଅଧିକାରୀ ତନୁଜା…

ଓଡ଼ିଶା ପୋଲିସର ୧୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦ’ ୨୦୨୫ରେ ସମ୍ମାନ

ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ପାଇଁ ଆଜି ଗର୍ବର ଦିନ। ରାଜ୍ୟ ପୋଲିସର ୧୭ ଜଣ ବିଶିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କୁ ଏବର୍ଷ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ…