Wed. Apr 29th, 2026

WEEKLY TOP

ପଞ୍ଚାୟତ ନିର୍ବାଚନରେ ମେଣ୍ଟ ନାହିଁ, ଏକାକୀ ଲଢ଼ିବ କଂଗ୍ରେସ
ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସୁଛି ସ୍ୱତନ୍ତ୍ର ଆଇନ, ପରିଚାଳନାରେ ହେବ ବଡ଼ ପରିବର୍ତ୍ତନ
ଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀଙ୍କ ସୂଚନା

EDITOR'S CHOICE

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ନୂଆ ତହସିଲ୍

ନ୍ୟୁଜ ଡେକ୍ସ : ଭୁବନେଶ୍ୱରବାସୀଙ୍କ ପାଇଁ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ଆଉ ଦୁଇଟି ନୂଆ ତହସିଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।…

ଲଦାଖରୁ ୧୨୫ଟି ରଣନୈତିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ, ବ୍ରୋ’ର ୫ ହଜାର କୋଟି ଟଙ୍କାର ଐତିହାସିକ ସଫଳତା

ନ୍ୟୁଜ ଡେକ୍ସ : ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଲଦାଖର…

ନନ୍ଦନକାନନରେ ପୁଣି ଆରମ୍ଭ ହେବ ନୌକା ବିହାର, ସୁରକ୍ଷା ଦେଖିବ କର୍ତ୍ତୃପକ୍ଷ

ନ୍ୟୁଜ ଡେକ୍ସ : ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ଦୀର୍ଘଦିନ ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପୁଣିଥରେ ନୌକା ବିହାର ସୁବିଧା ଆରମ୍ଭ ହେବାକୁ ଯାଉଛି। ଏଥର ନୌକା…

ମା’ ତାରିଣୀ ପୀଠ ହେବ ବିଶ୍ୱସ୍ତରୀୟ ଧାର୍ମିକ–ପର୍ଯ୍ୟଟନ କ୍ଷେତ୍ର

ନ୍ୟୁଜ ଡେକ୍ସ :ଓଡ଼ିଶାର ଅତ୍ୟନ୍ତ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ଘଟଗାଁ ମା’ ତାରିଣୀଙ୍କ ପୀଠକୁ ବିଶ୍ୱସ୍ତରୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାର…

କଟକ ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ ସ୍ୱତନ୍ତ୍ର ସଟଲ୍ ବସ୍ ସେବା

ନ୍ୟୁଜ ଡେକ୍ସ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌କୁ ନଜରରେ…

ସୁଧୀର ଦଲଭିଙ୍କ ଚିକିତ୍ସା ପାଇଁ ଶିରିଡି ସାଇ ବାବା ଟ୍ରଷ୍ଟର ସହାୟତା

ନ୍ୟୁଜ ଡେକ୍ସ : ଶିରିଡି ସାଇ ବାବାଙ୍କ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ଲାଭ କରିଥିବା ଖ୍ୟାତନାମା ଅଭିନେତା ସୁଧୀର ଦଲଭିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ…

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, କାଲି ମା ତାରିଣୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ନ୍ୟୁଜ ଡେକ୍ସ : ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଘଟଗାଁର ପ୍ରସିଦ୍ଧ ଦେବୀ ମା ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର…

ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ: ଯାତ୍ରୀ ସୁପ୍ରିମକୋର୍ଟରେ ଦାୟର କଲେ ଜନସ୍ୱାର୍ଥ ମାମଲା

ନ୍ୟୁଜ ଡେକ୍ସ : ଇଣ୍ଡିଗୋ ବିମାନ ବାରମ୍ବାର ହଠାତ୍ ବାତିଲ୍ ହେବାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ତୀବ୍ର ହୋଇଯାଇଛି। ଏହାକୁ ନେଇ ଡିସେମ୍ବର ୬ ତାରିଖ, ଶନିବାର…