Fri. Apr 17th, 2026

ନ୍ୟୁଜ ଡେକ୍ସ: ମଣିଷ ମନର ସୃଜନଶୀଳତାକୁ ପରିପ୍ରକାଶ କରିବା ସହ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ କବିତାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଆ କାବ୍ୟ ଜଗତକୁ ରୁଦ୍ଧିମନ୍ତ କରିଥାଏ । ତାହାକୁ କବିତା କୁହାଯାଏ ।

ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ । ଏହି ଆନ୍ତରଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ । ୧୯୯୯ ମସିହାରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା।

ତେବେ ଚଳିତ ବର୍ଷ ବିଶ୍ଵ କବିତା ଦିବସର ଥିମ୍ ରହିଛି, “ଶାନ୍ତି ଏବଂ ଅନ୍ତର୍ଭୁକ୍ତି ପାଇଁ ଏକ ସେତୁ ଭାବରେ କବିତା,” ସଂସ୍କୃତି ଏବଂ ସାମାଜିକ ପୃଷ୍ଠଭୂମିରେ ଲୋକଙ୍କୁ ସଂଯୋଗ କରିବାରେ କବିତାର ଭୂମିକାକୁ ଗୁରୁତ୍ୱାରୋପ କରେ। କବିତା ଆଲୋଚନାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ, ପାରସ୍ପରିକ ସମ୍ମାନ ଏବଂ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରେ।

Leave a Reply

Your email address will not be published. Required fields are marked *