Thu. Apr 23rd, 2026

Author: odianewstube@gmail.com

ଏସସିବି ଆଇସିୟୁ ଅଗ୍ନିକାଣ୍ଡ: ମୃତକ ସଂଖ୍ୟା ୧୨କୁ ବୃଦ୍ଧି, ହେବ ନ୍ୟାୟିକ ତଦନ୍ତ

ନ୍ୟୁଜ ଡେକ୍ସ : କଟକ ଏସସିବି ମେଡିକାଲର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ି ୧୨କୁ ପହଞ୍ଚିଛି। ଗୁରୁତର ଆହତ ହୋଇଥିବା ଭଦ୍ରକ…

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍‌କୁ ମିଳିଲା ଅନୁମତି, ଅନିଶ୍ଚିତତାର ଶେଷ

ନ୍ୟୁଜ ଡେକ୍ସ : ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍‌ ଆୟୋଜନକୁ ନେଇ ଚାଲିଥିବା ଅନିଶ୍ଚିତତାର ଶେଷ ହୋଇଛି। କର୍ଣ୍ଣାଟକ ସରକାର ଏହି ଷ୍ଟାଡିୟମରେ ଆଇପିଏଲ୍‌ ମ୍ୟାଚ୍‌…

ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ରେ ଭାଗ ନେବ ଭାରତୀୟ ମହିଳା ହକି ଦଳ

ନ୍ୟୁଜ ଡେକ୍ସ : ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆସନ୍ତା ଜୁନ୍‌ ୧୫ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ହକି ନେସନ୍ସ କପ୍‌ରେ ଭାରତୀୟ ମହିଳା ହକି…

ଶିକ୍ଷା ହେଉଛି ଜୀବନ ପରିବର୍ତ୍ତନ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ: ଭରତ ଲାଲ

ନ୍ୟୁଜ ଡେକ୍ସ : ଜୀବନକୁ ପରିବର୍ତ୍ତନ କରିବା ସହ ଏକ ନ୍ୟାୟପୂର୍ଣ୍ଣ ଓ ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ଶିକ୍ଷା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ଜାତୀୟ…

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କୁ ଲାଞ୍ଚ ଅଫର ଅଭିଯୋଗ, ୪ ଜଣ ଗିରଫ

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ବିବାଦ ସାମ୍ନାକୁ ଆସିଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ମତଦାନ କରିବା ପାଇଁ…

ଭୁବନେଶ୍ୱର–ପୁରୀ ରାଜପଥରେ ଭୟାବହ ଦୁର୍ଘଟଣା, ଦୁଇ ମହିଳାଙ୍କ ସହ ଡ୍ରାଇଭର ମୃତ

ନ୍ୟୁଜ ଡେକ୍ସ : ଭୁବନେଶ୍ୱର–ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ଭୟାବହ ସଡକ ଦୁର୍ଘଟଣା ଘଟି ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଦୁଇଜଣ…

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ

ନ୍ୟୁଜ ଡେକ୍ସ : କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ…

ମୟୂରଭଞ୍ଜରେ କାଳବୈଶାଖୀର ତାଣ୍ଡବ, ୨ ମୃତ ଓ ୫୦ରୁ ଅଧିକ ଆହତ

ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ କାଳବୈଶାଖୀର ଭୟାବହ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସହ ମୁଷଳଧାରା ବର୍ଷା ହେବାରୁ ସାଧାରଣ ଜୀବନ…

ଜାତୀୟ ଟିକାକରଣ ଦିବସ ଆଜି: ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଚେତନତାର ଆହ୍ୱାନ

ନ୍ୟୁଜ ଡେକ୍ସ : ଆଜି ସମଗ୍ର ଦେଶରେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖରେ ଟିକାକରଣର ଗୁରୁତ୍ୱ ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷାରେ…