Wed. Jun 17th, 2026

Category: STATE

ଜୁନ୍ ୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି, ସିଧାସଳଖ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ନ୍ୟୁଜ ଡେକ୍ସ :ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗର ସିଧାସଳଖ ସମାଧାନ ପାଇଁ ଆସନ୍ତା ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି…

ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଆରମ୍ଭ ହେଲା ନାମଲେଖା, ଜୁନ୍ ୧୦ ପର୍ଯ୍ୟନ୍ତ ଆବେଦନ

ନ୍ୟୁଜ ଡେକ୍ସ : ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ (ଏଇଡିପି) ପାଇଁ ମଧ୍ୟ…

ବାରଙ୍ଗ ଥାନା ଘଟଣା: ଡିଜିପିଙ୍କ ରିପୋର୍ଟ ତଲବ, ରାସ୍ତାରୋକରେ ଉତ୍ତେଜନା

ନ୍ୟୁଜ ଡେକ୍ସ : ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ପୋଲିସ କମିଶନରଙ୍କ…

କାଳବୈଶାଖୀରେ ଭିଜିଲା ଓଡ଼ିଶା, ଟ୍ୱିନ୍ ସିଟିରେ ବର୍ଷା; ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି

ନ୍ୟୁଜ ଡେକ୍ସ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତି ମଧ୍ୟରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ବର୍ଷା। ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ…

ଓସିଏସ୍‌ ପରୀକ୍ଷାରେ ପ୍ରଥମ ହୋଇ ରାଜ୍ୟ ପାଇଁ ଗୌରବ ଆଣିଲେ ବୁବୁନ ସାହୁ

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ପୁଅ ବୁବୁନ ସାହୁ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍‌)-୨୦୨୪ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର…

ତ୍ୟାଗ ଓ ଭାଇଚାରାର ପର୍ବ ‘ଉଦ୍-ଉଜ୍-ଜୁହା’ ପାଳନରେ ଉତ୍ସବମୁଖର କଟକ, ଜୋରଦାର ସୁରକ୍ଷା ବ୍ୟବସ୍ଥା

ନ୍ୟୁଜ ଡେକ୍ସ : ଆଜି ପବିତ୍ର ତ୍ୟାଗ ଓ ଭକ୍ତିର ପର୍ବ ‘ଉଦ୍-ଉଜ୍-ଜୁହା’କୁ ମୁସଲିମ ସଂପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରୁଛନ୍ତି। ଭାଇଚାରାର…

ଢିଙ୍କିଆରେ ବୃହତ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ, ଓଡ଼ିଶାକୁ ‘ଷ୍ଟିଲ୍ ରାଜଧାନୀ’ କରିବାକୁ ସରକାରଙ୍କ ସଂକଳ୍ପ

ନ୍ୟୁଜ ଡେକ୍ସ : ଜଗତସିଂହପୁର ଜିଲ୍ଲାର ପାରାଦୀପ ଢିଙ୍କିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ବୃହତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଆଜି ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ…