Thu. Jun 18th, 2026

Category: STATE

ରେଳ ମରାମତି କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍ ବାତିଲ, ଯାତ୍ରୀଙ୍କୁ ସତର୍କ ସୂଚନା

ନ୍ୟୁଜ ଡେକ୍ସ : ପୂର୍ବତଟ ରେଳପଥ ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଥିବାରୁ ରାଜ୍ୟରେ ଏକାଧିକ ଟ୍ରେନ୍‌ର ଚଳାଚଳ ସାମୟିକ ଭାବେ ବାତିଲ…

ତୈଳ ସଙ୍କଟକୁ ନେଇ ସିଏମସିର ବଡ଼ ନିଷ୍ପତ୍ତି, ସୋମବାର ବନ୍ଦ ରହିବ ସରକାରୀ ଗାଡ଼ି ବ୍ୟବହାର

ନ୍ୟୁଜ ଡେକ୍ସ : ତୈଳ ସଙ୍କଟ ଓ ଇନ୍ଧନ ସଞ୍ଚୟକୁ ନଜରରେ ରଖି କଟକ ମହାନଗର ନିଗମ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରତି…

ତୈଳ ସଙ୍କଟ ମଧ୍ୟରେ ଆଇଓସିଏଲ୍‌ର ଆଶ୍ୱାସନ, ବନ୍ଦ ହେବନି ବସ୍‌ ଓ ଟ୍ରକ୍‌ ଚଳାଚଳ

ନ୍ୟୁଜ ଡେକ୍ସ : ରାଜ୍ୟରେ ଦେଖାଦେଇଥିବା ତୈଳ ସଙ୍କଟକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବଢ଼ିଛି। ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଲମ୍ବା…

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

ନ୍ୟୁଜ ଡେକ୍ସ : ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।…

ସାବିତ୍ରୀ ପୂଜା ପାଇଁ ବଜାରରେ ଚଳଚଞ୍ଚଳ, ଫଳ ଦର ବୃଦ୍ଧିରେ ଖାଉଟି ଚିନ୍ତିତ

ନ୍ୟୁଜ ଡେକ୍ସ : ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ଓଡ଼ିଶାର ସଧବା ନାରୀମାନେ ଶ୍ରଦ୍ଧା ଓ ଭକ୍ତିର…

ତୈଳ ସଙ୍କଟ ଭିତରେ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ରୋଗୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

ନ୍ୟୁଜ ଡେକ୍ସ : ରାଜ୍ୟରେ ଚାଲିଥିବା କୃତ୍ରିମ ତୈଳ ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା। ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବା…

ମେ ୨୬ରେ କେରଳ ଛୁଇଁପାରେ ମୌସୁମୀ, ସାଧାରଣ ସମୟଠାରୁ ପୂର୍ବରୁ ଆସିବାର ସମ୍ଭାବନା

ନ୍ୟୁଜ ଡେକ୍ସ : ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଆସନ୍ତା ମେ ୨୬…

ରାଜ୍ୟରେ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ତେଲ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ

ନ୍ୟୁଜ ଡେକ୍ସ : ରାଜ୍ୟରେ ଦେଖାଦେଇଥିବା ତୈଳ ସଂକଟ ଓ ପେଟ୍ରୋଲ ପମ୍ପଗୁଡ଼ିକରେ ଅସ୍ୱାଭାବିକ ଭିଡ଼କୁ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ କୌଣସି…