Thu. Apr 23rd, 2026

Category: STATE

ରାଜ୍ୟରୁ ବିଦାୟ ନେବ ଶୀତ – ଆଗାମୀ ୪ ଦିନରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ

ନ୍ୟୁଜ ଡେକ୍ସ : ରାଜ୍ୟବାସୀଙ୍କ ପାଇଁ ଶୀତ ଋତୁ ଏବେ ଧୀରେ ଧୀରେ ବିଦାୟ ନେବାକୁ ଯାଉଛି। ଆଜିଠାରୁ ରାତି ତାପମାତ୍ରାରେ ବୃଦ୍ଧି ଆରମ୍ଭ ହେବା ସହ…

ବଲାଙ୍ଗୀରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଅଜା ଓ ୨ ନାତି ସହ ୪ ଜଣଙ୍କ ମୃତ୍ୟୁ

ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅଞ୍ଚଳର ପଣ୍ଡରେନ୍ ଗାଁ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକସନ୍ତପ୍ତ କରିଛି। ଅଜଣା…

ମାଟ୍ରିକ ପୂର୍ବରୁ ବି ବଣ୍ଟା ହୋଇନି ସ୍କୁଲ ପୋଷାକ, କେନ୍ଦ୍ରାପଡାରେ ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ଉପରେ ପ୍ରଶ୍ନ

ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ଗୁରୁତର ପ୍ରଶ୍ନ ଉଠିଛି। ମାଟ୍ରିକ ପରୀକ୍ଷାକୁ ମାତ୍ର ୧୦ ଦିନ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଅନେକ…

ପୀତବାସ ପଣ୍ଡା ହତ୍ୟା ମାମଲା: ଅଭିଯୁକ୍ତ ବିକ୍ରମ ପଣ୍ଡା ଅସୁସ୍ଥ, କଡ଼ା ସୁରକ୍ଷାରେ MKCG ମେଡିକାଲରେ ଭର୍ତ୍ତି

ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ହଠାତ୍ ଅସୁସ୍ଥ…

ଶ୍ରୀମନ୍ଦିର ସୁରକ୍ଷାରେ ଗଭୀର ଚିନ୍ତା: କ୍ୟାମେରାଯୁକ୍ତ ଚଷମା ସହ ଭକ୍ତ ଧରାପଡ଼ିଲେ, ପୁଣି ପ୍ରଶ୍ନ ଘେରାରେ ଯାଞ୍ଚ ବ୍ୟବସ୍ଥା

ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ସୁରକ୍ଷାକୁ ନେଇ ଗଭୀର ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିର ଭିତରେ ମୋବାଇଲ ଫୋନ, କ୍ୟାମେରା ଓ ଅନ୍ୟାନ୍ୟ…

ଫେବୃଆରୀ ୧୮ ଓ ୧୯ରୁ ଆରମ୍ଭ ହେବ ବାର୍ଷିକ ପରୀକ୍ଷା, ଶୃଙ୍ଖଳିତ ପରିଚାଳନାକୁ ନେଇ ମୁଖ୍ୟ ସଚିବଙ୍କ କଡା ନିର୍ଦ୍ଦେଶ

ନ୍ୟୁଜ ଡେକ୍ସ : ରାଜ୍ୟରେ ଚଳିତ ବର୍ଷ ହେବାକୁ ଯାଉଥିବା ବାର୍ଷିକ ପରୀକ୍ଷାଗୁଡ଼ିକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସରକାର ପକ୍ଷରୁ କଡା ପଦକ୍ଷେପ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ପୁଣି ଖୋଲିଲା ଓଡ଼ିଶା ଛାତ୍ରବୃତ୍ତି ପୋର୍ଟାଲ୍, ୨୦୨୫–୨୬ ପାଇଁ ଆବେଦନ ସୁଯୋଗ

ନ୍ୟୁଜ ଡେକ୍ସ : ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ…

ଆଜିଠୁ ନକ୍ସଲମୁକ୍ତ ରାୟଗଡ଼ା: କୁଖ୍ୟାତ ମାଓ ଦମ୍ପତି ସହ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣ

ନ୍ୟୁଜ ଡେକ୍ସ :ଓଡ଼ିଶାର ରାୟଗଡ଼ା ଜିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ବର୍ଷ ଧରି ମାଓବାଦୀ ପ୍ରଭାବରେ ଥିବା ଏହି ଜିଲ୍ଲାକୁ ଆଜି ସରକାରୀ…

ପୁଣି ଓଡ଼ିଶାରେ ଶୀତର ପ୍ରକୋପ: ପଶ୍ଚିମ ଓ ଆଭ୍ୟନ୍ତର ଅଞ୍ଚଳରେ ରାତି ତାପମାତ୍ରା ୫.୬ ଡିଗ୍ରିକୁ ଖସିଲା

ନ୍ୟୁଜ ଡେକ୍ସ : ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ସ୍ବାଭାବିକକୁ ଫେରିବା ଆରମ୍ଭ କରିଥିବା ବେଳେ ଶୁକ୍ରବାର ରାତିରେ ପୁଣି ଶୀତର ପ୍ରକୋପ ବଢ଼ିଛି।…

ସରକାରୀ କାର୍ଯ୍ୟାଳୟରେ ଆଜିବି ‘ଇଂଲିଶ ବିଭାଗ’ – ଓଡ଼ିଆ ଅସ୍ମିତା ପାଇଁ ପ୍ରଶ୍ନଚିହ୍ନ

ନ୍ୟୁଜ ଡେକ୍ସ : ଓଡ଼ିଶାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଆଜିବି ବ୍ରିଟିଶ ଶାସନର ଛାପ ସ୍ପଷ୍ଟ ଭାବେ ଦେଖାଯାଉଛି। ‘ଇଂଲିଶ ବିଭାଗ’ କିମ୍ବା ‘ଇଂଲିଶ ସେକ୍ସନ’ ନାମରେ ଏବେବି…